You are currently viewing ଜାଣନ୍ତୁ କେବେ ଆସିଥିଲା ୟୁଟୁବ୍‌ର ପ୍ରଥମ ଭିଡିଓ ଓ କିଏ କରିଥିଲେ…?

ଜାଣନ୍ତୁ କେବେ ଆସିଥିଲା ୟୁଟୁବ୍‌ର ପ୍ରଥମ ଭିଡିଓ ଓ କିଏ କରିଥିଲେ…?

‘ମି ଆଟ୍ ଦ ଜୁ’ ହେଉଛି ପ୍ରଥମ ଭିଡିଓ ଯାହା ୟୁଟୁବରେ ଅପଲୋଡ କରାଯାଇଥିଲା । ଏହା ୨୩ ଏପ୍ରିଲ୍ ୨୦୦୫ରେ ୨୦:୩୧:୫୨ PDT ସାଇଟ୍‌ର ସହ ପ୍ରତିଷ୍ଠାତା ଜାୱେଦ୍ କରିମଙ୍କ ଦ୍ମାରା ଅପଲୋଡ ହୋଇଥିଲା । ୟୁଜର ନେମ୍ ଥଲା ଜାୱେଦ୍ ଏବଂ ତାଙ୍କ ହାଇସ୍କୁଲ ବନ୍ଧୁ ୟାକୋଭ ଲାପିଟସ୍କିଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା । ସେ ସେହି ଦିନ ଏକ ଆକାଉଣ୍ଟ ତିଆରି କରି ଭିଡିଓକୁ ଅପ୍‌ଲୋଡ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।