ଦିଲ୍ଲୀ, ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୁଣ୍ଡରେ ହୋଇଥିବା ରକ୍ତ ଜମାଟ ଅପରେସନ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନା ଅନୁସାରେ ତାଙ୍କ ମୁଣ୍ଡରେ ହୋଇଥିବା ଏକ ରକ୍ତ ଜମାଟକୁ କାଢ଼ିବା ପାଇଁ ଅପରେସନ କରାଯାଇଛି । ଅପରେସନ ସଫଳ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । କାଲି ଅସ୍ତ୍ରୋପଚାର ପାଇଁ ଯାଇଥିବାବେଳେ ନମୁନା ପରୀକ୍ଷାରୁ ଜଣାପଡିଥିଲା ସେ କରୋନା ପଜିଟିଭ୍ । ଏନେଇ ସେ ନିଜେ ସୂଚନା ଦେଇଥିଲେ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ