ପଶ୍ଚିମବଙ୍ଗ, ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ଆସୁଛି ଦୁର୍ଗପୂଜା । ମହାମାରୀ କରୋନା ସମୟରେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଗାଇଡ଼ ଲାଇନ ଜାରି କରିଛନ୍ତି ମମତା ବାନାର୍ଜୀ । ଗାଇଡ଼ଲାଇନ ଅନୁସାରେ ପୂଜା ସମୟରେ ପୂଜା ମଣ୍ଡପ ଚାରିପଟୁ ଖୋଲା ରହିବ ଓ ମଣ୍ଡପର ପ୍ରବେଶ ଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯିବ । ଏହାସହ ସାମାଜିକ ଦୂରତା ରକ୍ଷା କରାଯିବ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । ଏହାସହ ମମତା ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ପ୍ରତି ପୂଜା କମିଟିକୁ ପୂଜା ପାଇଁ ୫୦ହଜାର ଟଙ୍କା ଓ ରାଜ୍ୟର ୮୦ ହଜାର ହକରଙ୍କୁ ୨ହଜାର ଟଙ୍କା ପୂଜା ସହାୟତା ଯୋଗାଇ ଦିଆଯିବ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା