You are currently viewing ହରସିମରତ କୌର ବାଦଲଙ୍କ ଇସ୍ତଫା ପରେ ନରେନ୍ଦ୍ର ସିଂହ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ

ହରସିମରତ କୌର ବାଦଲଙ୍କ ଇସ୍ତଫା ପରେ ନରେନ୍ଦ୍ର ସିଂହ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ

ହରସିମରତ କୌର ବାଦଲଙ୍କ ଇସ୍ତଫା ଗୃହୀତ ହୋଇଛି । ହରସିମରତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇସ୍ତଫାପତ୍ର ଗୃହୀତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। କାଲି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହରସିମରତ ।

ହରସିମରତଙ୍କ ସ୍ଥାନରେ ନରେନ୍ଦ୍ର ସିଂହ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।