You are currently viewing ମଲରେ ଭୀଷଣ ଅଗ୍ନିକାଣ୍ଡ, ୭୦୦ଲୋକ ଉଦ୍ଧାର

ମଲରେ ଭୀଷଣ ଅଗ୍ନିକାଣ୍ଡ, ୭୦୦ଲୋକ ଉଦ୍ଧାର

ମୁମ୍ବାଇ, ମୁମ୍ବାଇର ଏକ ମଲରେ ଭୀଷଣ ନିଆଁ ଲାଗି, ନଷ୍ଟ ହୋଇଯାଇଛି ସମସ୍ତ ସାମଗ୍ରୀ । ଏହି ନିଆଁ କୁ ଆୟତ କରିବା ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ନେଇଥିଲେ ଦମକଳ ବାହିନୀ । ନିଆଁ ଲିଭାଇବାରେ ସମୁଦାୟ ୨୪ଟି ଦମକଳ ନିୟୋଜତ ହୋଇଥିଲା । ମଲ ଏବଂ ତା’ର ନିକଟତର ସ୍ଥାନରୁ ପ୍ରାୟ ୭୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।