ଭୋପାଳ (ଏମପି): ମଧ୍ୟପ୍ରଦେଶର ଭୋପାଳଠାରେ ଆଇଜେଏଫ ର ଦୁଇ ଦିନିଆ ସମ୍ମିଳନୀ ନଭେମ୍ବର ୪ତାରିଖରେ ଉଦଯାପିତ ହୋଇଯାଇଛି । ସଂଘର ରାଷ୍ଟ୍ରୀୟ ସଭାପତି ବରିଷ୍ଠ ସାମ୍ବାଦିକ ବିମଳ କୃଷ୍ଣ ଥମ୍ବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲେଚନା ହୋଇଥିଲା । ବରିଷ୍ଠ ସାମ୍ବାଦିକ କୈଳାସ ଶ୍ରୀବାସ୍ତବ, ଜୟ କୁମାର ଜୈନ, ମିଥିଳେଶ ଜୈନ, ପ୍ରମୁଖ ଯୋଗ ଦେଇ ସାରା ଦେଶରେ ହେଉଥିବା ସାମ୍ବାଦିକ ମାନଙ୍କ ପ୍ରତି ଅତ୍ୟାଚାରର ଦୃଢ଼ ନିନ୍ଦା କରିଥିଲେ । ଏହି ଅବସରରେ ଆଇଜେଏଫ ମଧ୍ୟପ୍ରଦେଶ ରାଜ୍ୟ ଶାଖା ଗଠନ କରାଯାଇ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା