ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୬୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୬୧ ଜଣଙ୍କ ଜୀବନ |ଏହାକୁ ମିଶାଇ ଦେଶରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୧୬୦କୁ ବୃଦ୍ଧି ପାଇଛି |ଦେଶରେ ମୋଟ ଆକ୍ଟିଭ କେସ୍ ୨,୨୨,୫୨୬, ସୁସ୍ଥ-୧୦୦,୯୨,୯୦୯ ରହିଛି |

Leave A Reply

Your email address will not be published.