ଆମେରିକାର ପେନସିଲଭାନିଆ ସହର ଫିଲାଡେନଫିଆକୁ ଭାରତ ୧.୮ ମିଲିୟନ N95 ମାସ୍କ ପ୍ରଦାନ କରିଛି , ଯାହାକି କୋଭିଡ ୧୯ ବିରେଧରେ ହେଉଥିବା ସଂଗ୍ରାମରେ ସାହାର୍ଯ୍ୟ କରିବ । ଏହା ଭାରତ ଓ ଆମେରିକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିଛି । ଫେଡେରାଲ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ମାସ୍କ ଯୋଗାଣ ପାଇଁ ଫିଲାଡେନଫିଆର ମେୟର ଜିମ କେନି ଅନୁରୋଧ କରିବା ପରେ ଭାରତ ଏହି ସାହାର୍ଯ୍ୟ ଯୋଗାଇଦେଇଛି ।
ଆମେରିକାରେ ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ଟ୍ୱିଟ କରି କହିଛନ୍ତି ଯେ, କୋଭିଡ ୧୯ ବିରୋଧରେ ଲଢ଼େଇରେ ଫିଲାଡେନଫିଆ ୧.୮ ମିଲିୟନ N95 ମାସ୍କ ଭାରତ ଠାରୁ ଗ୍ରହଣ କରିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ସହଭାଗିତାର ଏକ ଉଦାହରଣ ସୃଷ୍ଟି କରିଛି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି