କର୍ଣ୍ଣାଟକ, ଏମାନେ ହେଉଛନ୍ତି କର୍ଣ୍ଣାଟକର ଦମ୍ପତି । ସ୍ୱାମୀଙ୍କ ସହିତ ବସିଥିବା ସ୍ତ୍ରୀ ବାସ୍ତବ ନୁହେଁ । ଏହା ହେଉଛି ଏକ ଷ୍ଟାଚୁ୍ୟ । କିନ୍ତୁ ଦେଖିଲେ ଲାଗୁଛି ବାସ୍ତବ ଭଳି । ନିଜ ସ୍ତ୍ରୀଙ୍କ ସ୍ମୃତିରେ ଗଢ଼ିଛନ୍ତି ଏହି ପ୍ରତିମୂର୍ତ୍ତି । ୨୦୧୭ ଏକ କାର ଦୁର୍ଘଟଣାରେ ନିଜ ସ୍ତ୍ରୀକୁ ହରାଇଛନ୍ତି ଏହି ବ୍ୟକ୍ତି ଜଣକ ବୋଲି ସୂଚନା ମିଳିଛି । ସ୍ତ୍ରୀଙ୍କୁ ହରାଇବାର ଦୁଃଖ କମ୍ କରିବା ପାଇଁ ଏକ ଉଦ୍ୟୋଗପତିଙ୍କ ସହାୟତାରେ ତାଙ୍କ ବାସଭବନରେ ନିର୍ମାଣ କରିଛନ୍ତି ନିଜ ସ୍ତ୍ରୀର ଜୀବନ୍ତ ପ୍ରତିମୂର୍ତ୍ତି । ପୁରା ପରିବାର ଏହି ପ୍ରତିମୂର୍ତ୍ତି ସହ ବେଶ ଖୁସୀ ଅଛନ୍ତି ଏବଂ ତାହାର ଉଚିତ ଯତ୍ନ ମଧ୍ୟ ରଖୁଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ