ନୂଆଦିଲ୍ଲୀ: ସୌର ଜଗତର ଦୁଇ ବିଶାଳ ଗ୍ରହ ବୃହସ୍ପତି ଏବଂ ଶନି ଆଜି ପରସ୍ପରର ଅତି ନିକଟତର ହେବେ । ପ୍ରତି ୨୦ ବର୍ଷ ଅନ୍ତରରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରକୁ ଅତିକ୍ରମ କରନ୍ତି । କିନ୍ତୁ ପ୍ରାୟ ୪୦୦ ବର୍ଷ ପରେ ଏହି ଦୁଇ ଗ୍ରହ ପରସ୍ପରକୁ ଅତିକ୍ରମ କରିବ । ଭାରତରେ ଏହି ଦୁଇ ଗ୍ରହ ସନ୍ଧ୍ୟା ପ୍ରାୟ ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଆଜିର ବିଶେଷତ୍ୱ ହେଉଛି ଖାଲି ଆଖିରେ ଗ୍ରହକୁ ଦେଖିହେବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ