You are currently viewing ମୋଦିଙ୍କୁ ଧନ୍ୟବାଦ ଦେଲେ ମାହୀ

ମୋଦିଙ୍କୁ ଧନ୍ୟବାଦ ଦେଲେ ମାହୀ

ନୂଆଦିଲ୍ଲୀ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଦିନ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଧୋନୀଙ୍କୁ ପ୍ରଶଂସା କରିଛନ୍ତି । ଏହାପରେ ଧୋନୀ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କହିଛନ୍ତି, ଜଣେ କଳାକାର, ସେନା ଓ ଖେଳାଳୀ ସର୍ବଦା ପ୍ରଶଂସା ଚାହିଁଥାଏ । ପ୍ରଶଂସା ଓ ଶୁଭକାମନା ପାଇଁ ଆପଣଙ୍କୁ ଧନ୍ୟବାଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।