ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଓଡିଶାର ସମ୍ବଲପୁରଠାରେ ଆଇଆଇଏମର ଭିତ୍ତିପ୍ରସ୍ତରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ ଆଞ୍ଚଳିକକୁ ବିଶ୍ବସ୍ତରୀୟ କରିବା ପାଇଁ କହିଛନ୍ତି । ସମଗ୍ର ବିଶ୍ୱରେ ଭାରତର ସାମର୍ଥ୍ୟ ପ୍ରଦର୍ଶନ କରିବାର ସମୟ ଆସିଛି ଏବଂ ଆଇଆଇଏମ କ୍ୟାମ୍ପସ ସାରା ବିଶ୍ୱରେ ଓଡିଶାର ମହାନ ସଂସ୍କୃତିକୁ ପରିଚୟ ଦେଇପାରିବ ବୋଲି ମଧ୍ୟ କହିଛନ୍ତି ମୋଦୀ । ଏହି କ୍ୟାମ୍ପସ ପାଇଁ ୪୦୧ କୋଟି ୯୭ ଲକ୍ଷ ଟଙ୍କା ବଜେଟ ପ୍ରସ୍ତୁତ କରାଯାଇଛି । ୨୦୨୨ ଏପ୍ରିଲ ସୁଦ୍ଧା କ୍ୟାମ୍ପସ କାମ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ