You are currently viewing ଘୋଷଣା ହେଲା ନୋବେଲ ଶାନ୍ତି ପୁରଷ୍କାର ୨୦୨୦

ଘୋଷଣା ହେଲା ନୋବେଲ ଶାନ୍ତି ପୁରଷ୍କାର ୨୦୨୦

ନୁଆଦିଲ୍ଲୀ, ଆଜି ନୋବେଲ କମିଟି ତରଫରୁ ଘୋଷଣା ହୋଇଯାଇଛି ନୋବେଲ ଶାନ୍ତି ପୁରଷ୍କାର ୨୦୨୦ । ଚଳିତ ବର୍ଷ ଏହି ପୁରଷ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ‘ୱାଲ୍ଡ ଫୁଡ଼ ପ୍ରୋଗ୍ରାମ’(WFP) । ପାଖାପାଖି ୩୦୦ରୁ ଅଧିକ ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ଏବର୍ଷ ନୋବେଲ ଶାନ୍ତି ପୁରଷ୍କାର ସମ୍ମାନ ପାଇଁ ଘୋଷଣା କରାଯାଇଛି । ଚତୁର୍ଥ ଥର ପାଇଁ ଏତେ ସଂଖ୍ୟକ ନାମ ଘୋଷଣା ହୋଇଛି ଏହି ସମ୍ମାନ ପାଇବା ନିମନ୍ତେ । ଏହି ଲିଷ୍ଟରେ ସବୁଠାରୁ ଉପରେ ରହିଛି ଡବ୍ଲୁଏଚଓ ଅର୍ଥାତ୍ ୱାଲ୍ଡ ହେଲ୍ଥ ଅରଗାନାଇଜେସନ (World Health Organisation)  ।

ଅନ୍ୟମାନଙ୍କୁ ଜଣାନ୍ତୁ।