କରୋନା ଭାଇରସ୍ର ସଙ୍କଟ ସମୟରେ ଭାରତୀୟ ଅଭିନେତା ସୋନୁ ସୁଦ୍ ପ୍ରବାସୀ ମାନଙ୍କୁ ନିଃିସ୍ୱାର୍ଥପର ଭାବରେ ଖାଦ୍ୟ, ବସ୍ତ୍ର, ଟ୍ରେନ୍ ଏବଂ ବିମାନର ସୁବିଧାସୁଯୋଗ ସହ ସେମାନଙ୍କୁ ଚାକିରିର ମଧ୍ୟ ସୁଯୋଗ ଯୋଗାଇ ଦେଇଥିଲେ । ସେ ପ୍ରବାସୀ ମାନଙ୍କ ପାଇଁ ମହାନ୍ ହୋଇ ଲୋକଙ୍କୁ ବହୁ ସାହାର୍ଯ୍ୟ ଏବଂ ସହଯୋଗ କରିଥିଲେ ।

ସୋନୁ ସୁଦ୍ଙ୍କ ଲୋକହିତକର କାର୍ଯ୍ୟ ପାଇଁ ୟୁନାଇଟେଡ ନେସନ୍ସ ଡେଭଲୋପମେଣ୍ଟ ପ୍ରୋଗ୍ରାମ୍ ଭାରତୀୟ ଅଭିନେତା ସୋନୁ ସୁଦ୍ଙ୍କୁ ସ୍ପେଶିଆଲ୍ ହ୍ୟୁମାନିଟାରିଆନ ଆକ୍ସନ୍ ଆୱାର୍ଡ଼ରେ ସମ୍ମାନୀତ କରିଛି ।