You are currently viewing ଆଜିଠୁ ଆରମ୍ଭ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ

ଆଜିଠୁ ଆରମ୍ଭ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ, ଆଜିଠୁ ଆରମ୍ଭ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ । ଭାରତ ବାୟୋଟେକ ଦ୍ବାରା ବିକଶିତ କରାଯାଉଥିବା କରୋନା ଭାକ୍ସିନ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ ରେଗୁଲେଟରି ଅଥରିଟି ଅନୁମତି ଦେଇଛି । ପ୍ରଥମ ପର୍ଯ୍ୟାୟରେ ୧୨ଟି ସହରର ୩୭୫ ଜଣଙ୍କ ଠାରେ ପରୀକ୍ଷଣ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ୩୮୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷଣ କରାଯିବ ବୋଲି କହିଛନ୍ତି ଡାକ୍ତର ଏସ୍ ଇଶ୍ବର ରେଡ୍ଡୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।