ଲକ୍ଷ୍ନୌ (୧.୪.୨୩) : ରୋଗାକ୍ରାନ୍ତ ହୋଇ ଦୀର୍ଘଦିନ ହେବ ଚିକିତ୍ସାଧିନ ପୁଅର ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା । ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ନୌରେ । ଘରେ ବାପା, ପୁଅର ମର ଶରୀରକୁ ଦେଖି ଆଖପାଖ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ, ଏହି ଘଟଣା ଆଲିଗଞ୍ଜ ଥାନା ଅଞ୍ଚଳର ଘଟଣା । ଏଠାରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଏକମାତ୍ର ପୁଅର ମୃତ୍ୟୁ ପରେ ଘରେ କାନ୍ଦବୋବାଳି ପଡିଥିଲା । ଏହାକୁ ନେଇ ମାନସିକ ଭାରସାମ୍ୟ ହରାଇଥିଲେ ବ୍ୟକ୍ତି ଜଣକ । ଶେଷରେ ମୃତ୍ୟୁକୁ ଚରମ ନିଷ୍ପତ୍ତି ଭାବେ ଗ୍ରହଣ କରିନେଲେ । ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ