ନୂଆଦିଲ୍ଲୀ (28.4.23):ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲା । ପଞ୍ଜାବ ହୋସିଆରପୁର ଅଦାଲତରେ ପଡିରହିଥିବା ଏହି ମାମଲାକୁ ନେଇ ସୁଖବୀର ସିଂହ ବାଦଲ. ପ୍ରକାଶ ସିଂହ ବାଦଲ ଏବଂ ଦଲଜୀତ ସିଂହ ଚୀମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଆବେଦନ ଉପରେ ସୁପ୍ରିମକୋର୍ଟ ନିଜ ଫଇସଲା ଶୁଣାଇଛନ୍ତି । ଖଣ୍ଡପୀଠ ତଳ ଅଦାଲତର ରାୟକୁ ରଦ୍ଦ କରିଦେଇଛନ୍ତି ।ହୋସିଆରପୁର ଅଦାଲତର ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ଟି ରବି କୁମାର । କୋର୍ଟ କହିଛନ୍ତି, ବାଦଲଙ୍କ ବିରୋଧରେ କୌଣସି ମାମଲା ହେଉନାହିଁ । ଏହି କେସ ସିଧାସଳଖ ଭାବେ ଆଇନର ଦୂରୁପଯୋଗ ମାମଲ।। ତେଣୁ ତଳ କୋର୍ଟଙ୍କ ମାମଲା ରଦ୍ଦ କରାଯାଉଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ