ନୂଆଦିଲ୍ଲୀ (1.5.23):ଛାଡପତ୍ରକୁ ନେଇ ସୁପ୍ରିମ କୋର୍ଟ ଶୁଣାଇଛନ୍ତି ବଡ ନିଷ୍ପତ୍ତି । ସୁପ୍ରିମ କୋର୍ଟର ସମ୍ବିଧାନ ପୀଠ କହିଛନ୍ତି ଯେ, ଯେଉଁଠି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବାର କୌଣସି ସମ୍ଭାବନା ନଥିବ ସେଭଳି କ୍ଷେତ୍ରରେ ସୁପ୍ରିମକୋର୍ଟ ବିବାହ ରଦ୍ଦ ପୂର୍ବକ ଛାଡପତ୍ରକୁ ମଞ୍ୁରୀ ଦେଇପାରିବେ । ସମ୍ବିଧାନର ଧାରା ୧୪୨ ଆଧାରରେ ନିଜର ବିଶେଷ କ୍ଷମତାର ବ୍ୟବହାର କରି ସୁପ୍ରିମ କୋର୍ଟ ଛାଡପତ୍ରକୁ ମଞ୍ଜୁରୀ ଦେଇପାରିବେ ।ଜଷ୍ଟିସ୍ କିଶନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଏଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ୱରୀଙ୍କ ସମ୍ବିଧାନିକ ପୀଠ କହିଛନ୍ତି ଯେ, ସୁପ୍ରିମ କୋର୍ଟ ଏଭଳି ମାନଦଣ୍ଡ ମଧ୍ୟ ନିରୂପଣ କରିଛି ଯାହା , ବିବାହ କେବେ ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଛି ତାହା ନିର୍ଦ୍ଧାରଣ କରିପାରିବ । ଯଦିଓ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ସମାଜ ଗ୍ରହଣ କରିବାକୁ ସମୟ ଲାଗିବ ହେଲେ ଏହାର ଭବିଷ୍ୟତରେ କାର୍ଯ୍ୟକାରୀ ହେବ ୋଲି ଖଣ୍ଡପୀଠ ସୂଚନା ଦେଇଛନ୍ତି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ