You are currently viewing ନଭେମ୍ବର ୩୦ରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ !

ନଭେମ୍ବର ୩୦ରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ !

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରରେ ଲାଗିବ । ଏଥିରେ ବଡ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଦେଖାଯିବ, କିନ୍ତୁ ଭାରତରେ ନୁହେଁ  । ୨୦୨୦ ମସିହା ନଭେମ୍ବର ୩୦ ରେ, ଚନ୍ଦ୍ର ଗ୍ରହଣ ଦିନ ୧.୦୪ ରୁ ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।