You are currently viewing ସୁଧୁରୁନି ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

ସୁଧୁରୁନି ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ପ୍ରଣବ ମୁଖାର୍ଜୀ । ସୂଚନାଥାଉକି, ୧୦ ତାରିଖରେ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା । ତା ସହିତ ମୁଖାର୍ଜୀଙ୍କ କରୋନା ରିପୋର୍ଟ ମଧ୍ୟ ପଜେଟିଭ ଆସିଛି । ତାଙ୍କର ପରିବାର ସମେତ ନେତା ମନ୍ତ୍ରୀ ସମସ୍ତେ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏବେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ପ୍ରଣବ ।

ଅନ୍ୟମାନଙ୍କୁ ଜଣାନ୍ତୁ।