କରୋନା କବଳରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ

ନୂଆଦିଲ୍ଲୀ, କରୋନାରେ କବଳରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ । ଏନେଇ ଆଜି ସକାଳେ ଟ୍ରମ୍ପ ଟ୍ୱିଟ ଜରିଆରେ ଜଣାଇଛନ୍ତି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ରହିଛନ୍ତି ।

Leave A Reply

Your email address will not be published.