ଇଟାୱା-08.05.2021, କରୋନାର ଆତଙ୍କ ସମଗ୍ର ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । କରୋନା ମହାମାରୀ ଲୋକଙ୍କୁ ସଂକ୍ରମିତ କରୁଥିବାବେଳେ ଏବେ ପଶୁମାନଙ୍କୁ ମଧ୍ୟ ନିଜ କରାୟତରେ କରିଛ । ପ୍ରଥମେ ହାଇଦ୍ରାବାଦ ଚିଡିଆଖାନାରୁ 8 ଜଣ ସିଂହ କରୋନା ପଜିଟିଭ ଚିହ୍ନଟ ହେବାପରେ ଏବେ ଉତ୍ତର ପ୍ରଦେଶ ଇଟାୱାରେ 2ଟି ସିଂହୀ କରୋନା ସକରାତ୍ମକ ଚିହ୍ନଟ ହୋଇଥିବା ସୂଚନା ରହିଛି । ଉଭୟ ସିଂହୀଙ୍କୁ ପୃଥକ ବାସରେ ରଖାଯାଇଛି । କେୟାରଟେକରଙ୍କଠାରୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।
ଏଠାରେ ସୂଚନା ଅନୁସାରେ ଉଭୟ ସିଂହୀ ଗତ କିଛି ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲେ । ସେମାନଙ୍କ ତାପମାତ୍ରା ମଧ୍ୟ ସାଧାରଣ ତାପମାତ୍ରାଠାରୁ ସାମାନ୍ୟ ଅଧିକ ଥିଲା । ପରେ ସେମାନଙ୍କ ମଳ ମୂତ୍ର ପରୀକ୍ଷା କରିବା ପରେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST