You are currently viewing ପ୍ରଥମଥର ପାଇଁ ଭାରତୀୟ ନୌସେନାର ଯୁଦ୍ଧ ହେଲିକାପ୍ଟରରେ ନିଯୁକ୍ତ ୨ ମହିଳା ଅଧିକାରୀ

ପ୍ରଥମଥର ପାଇଁ ଭାରତୀୟ ନୌସେନାର ଯୁଦ୍ଧ ହେଲିକାପ୍ଟରରେ ନିଯୁକ୍ତ ୨ ମହିଳା ଅଧିକାରୀ

ଭାରତୀୟ ନୌସେନା ପ୍ରଥମଥର ପାଇଁ ହେଲିକପ୍ଟର ଷ୍ଟ୍ରିମରେ ଦୁଇ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ସବ ଲେଫନାଣ୍ଟ କୁମୁଦିନି ତ୍ୟାଗୀ ଓ ସବ ଲେଫନାଣ୍ଟ ରୀତି ସିଂଙ୍କୁ ନୌସେନାର ଯୁଦ୍ଧରେ ବ୍ୟବହୃତ ହେଲିକାପ୍ଟରରେ କ୍ରୁ ରୂପରେ ନିୟୋଜିତ କରାଯାଇଛି । ଫ୍ରଣ୍ଟଲାଇନ୍ ଯୁଦ୍ଧ ହେଲିକାପ୍ଟରରେ ପ୍ରଥମଥର ପାଇଁ ମହିଳା ନିୟୋଜିତ ହୋଇଛନ୍ତି । ଏହା ଏକ ଐତିହାସିକ ଘଟଣା ।

ଅନ୍ୟମାନଙ୍କୁ ଜଣାନ୍ତୁ।