You are currently viewing ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ରିପୋର୍ଟ ସକରାତ୍ମକ ହେବା ନେଇ ଚିନ୍ ମିଡିଆ ଏପରି କହିଲା !
WASHINGTON, DC - MAY 25: U.S. President Donald Trump and First Lady Melania Trump depart from the White House in Washington, DC for a Memorial Day ceremony at the Fort McHenry National Monument and Historic Shrine in Baltimore, on May 25, 2020. (Photo by Sarah Silbiger/Getty Images)

ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ରିପୋର୍ଟ ସକରାତ୍ମକ ହେବା ନେଇ ଚିନ୍ ମିଡିଆ ଏପରି କହିଲା !

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କୋଭିଡ ୧୯ ସକରାତ୍ମକ ବୋଲି ଜଣାପଡିଥିଲା । ଏହା ପରେ, ଚୀନ୍ ଗଣମାଧ୍ୟମରେ ଆଲୋଚନା ଜୋର ଧରିଛି । ଆମେରିକାର ନିର୍ବାଚନରେ ଏହାର ପ୍ରଭାବ କ’ଣ ହେବ ? ଏହି ଖବର ଚାଇନାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସରକାରୀ ଗଣମାଧ୍ୟମ ଗ୍ଳୋବାଲ ଟାଇମସ୍ ୱେବସାଇଟ୍ ରିପୋର୍ଟ ମୁତାବକ, ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ୨୯ ରେ ହୋଇଥିବା ତାଙ୍କର ପ୍ରଥମ ଲାଇଭ ଟେଲିଭିଜନ ବିତର୍କରେ ଟ୍ରମ୍ପ କିପରି ବିରୋଧୀ ପ୍ରାର୍ଥୀ ଜୋ ବିଡେନଙ୍କ ମାସ୍କ ପିନ୍ଧିିବାକୁ ନେଇ ଥଟ୍ଟା କରିଥିଲେ ।
ଗ୍ଳୋବାଲ ଟାଇମସ୍‌ର ରିପୋର୍ଟର ୱୁ ୟୁଆନଚୁନ୍ କହିଛନ୍ତି ଯେ, କରୋନା ଭାଇରସ ୨ଲକ୍ଷ ରୁ ଅଧିକ ଆମେରିକାର ଲୋଙ୍କୁ ମାରିସାରିଛି, ତଥାପି ଟ୍ରମ୍ପ ବିଡେନଙ୍କୁ ପରିହାସ କରୁଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।