ମଣିଷ ନିଜ ବୁଦ୍ଧିକୁ ପ୍ରୟୋଗ କରି ସହଜ ଓ ସରଳ ଉପାୟ ବାହାର କରିଥାଏ । ଏହି ଭିଡ଼ିଓଟିକୁ ଦେଖନ୍ତୁ, କିଭଳି ଏକ ଏରୋପ୍ଳେନ ସାହାଯ୍ୟରେ ଜମିରେ କୀଟନାଶକ ଔଷଧ ଛିଞ୍ଚନ କରୁଛି ମଣିଷ । ଯାହାଫଳରେ ତାକୁ ଜମି ଭିତରକୁ ଯିବାକୁ ପଡ଼ୁନାହିଁ କି ବେଶି କିଛି କଷ୍ଟ କରିବାକୁ ପଡ଼ୁନାହିଁ । ବାହାରେ ରହି କେବଳ ରିମୋଟ ଚଳେଇବବା କଥା । ବୁଦ୍ଧି ଥିଲେ ଉପାୟ ଆପେ ଆସେ,ଏକଥା ପ୍ରମାଣ ହୋଇଯାଇଛି ଏହି ଭିଡ଼ିଓଟିରେ ।

ଜମିରେ କୀଟନାଶକ ଔଷଧ ଛିଞ୍ଚୁଛି ଏରୋପ୍ଲେନ
- Post published:August 20, 2020
- Post category:ଜୀବନଶୈଳୀ
- Reading time:1 mins read