ଚାଷୀ ହେଉଛି ଦେଶର ମେରୁଦଣ୍ଡ। ଚାଷ କାର୍ଯ୍ୟ ସଠିକ୍ ଭାବରେ କରିବାକୁ ଜଣେ ଚାଷୀ ଅନେକ ପରିଶ୍ରମ କରିଥାଏ। ସେହିଭଳି ଜଣେ ଚାଷୀ ନିକଟସ୍ଥ ପାହାଡରୁ ତାଙ୍କ ଗାଁ କୋଥିଲାୱା କ୍ଷେତକୁ ବର୍ଷା ଜଳ ନେବାକୁ ୩ କିଲୋମିଟର ଲମ୍ବା କେନାଲ ଖୋଳିଛନ୍ତି । ଗୟାର ଲାଥୁଆ ଅଞ୍ଚଳରେ ସେ ଏହି କେନାଲ ଖୋଳିବାକୁ ଦୀର୍ଘ ୩0 ବର୍ଷ ନେଇଥିଲେ । ଏବଂ ଏହି ପାଣି ଗାଁର ଏକ ପୋଖରୀକୁ ଯାଇଥାଏ ।
ନିଜ ହାତରେ ଖୋଳିଲେ ୩କିମି ଲମ୍ବା କେନାଲ!
- Post published:September 13, 2020
- Post category:ଜୀବନଶୈଳୀ
- Reading time:1 mins read