You are currently viewing ନିଜ ହାତରେ ଖୋଳିଲେ ୩କିମି ଲମ୍ବା କେନାଲ!

ନିଜ ହାତରେ ଖୋଳିଲେ ୩କିମି ଲମ୍ବା କେନାଲ!

ଚାଷୀ ହେଉଛି ଦେଶର ମେରୁଦଣ୍ଡ। ଚାଷ କାର୍ଯ୍ୟ ସଠିକ୍ ଭାବରେ କରିବାକୁ ଜଣେ ଚାଷୀ ଅନେକ ପରିଶ୍ରମ କରିଥାଏ। ସେହିଭଳି ଜଣେ ଚାଷୀ ନିକଟସ୍ଥ ପାହାଡରୁ ତାଙ୍କ ଗାଁ କୋଥିଲାୱା କ୍ଷେତକୁ ବର୍ଷା ଜଳ ନେବାକୁ ୩ କିଲୋମିଟର ଲମ୍ବା କେନାଲ ଖୋଳିଛନ୍ତି । ଗୟାର ଲାଥୁଆ ଅଞ୍ଚଳରେ ସେ ଏହି କେନାଲ ଖୋଳିବାକୁ ଦୀର୍ଘ ୩0 ବର୍ଷ ନେଇଥିଲେ । ଏବଂ ଏହି ପାଣି ଗାଁର ଏକ ପୋଖରୀକୁ ଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।