ମସଲା ଚା ପିବା ଦ୍ୱାରା ଏହା କ୍ଳାନ୍ତି ଦୂର କରିବା ସହ ଶରୀରରେ ରୋଗ ପ୍ରତିରୋଧକ ।କ୍ତି ବଢ଼ାଇ ଥାଏ । ଏହାକୁ ପିଇବା ଦ୍ୱାରା ଥଣ୍ଡା,ଫ୍ଲୁ ଦୂର ହୋଇଥାଏ । ଏଡା ମେଟାବୋଲିଜମ ଓ ହଜମକୁ ଉନ୍ନତ କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗକୁ ପ୍ରଅତିରୋଧ କରେ ଓ ନିୟନ୍ତ୍ରଣ କରିଥାଏ । ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ ଯାହାକି ସଂକ୍ରମଣ ରୋକିବାରେ ସାହାର୍ଯ୍ୟ କରେ ଏବଂ ଅସୁସ୍ଥତା ସହ ଲଢ଼ିଥାଏ ।
ମସଲା ଚା କରିବାର ପ୍ରଣାଳୀ :
ସାମଗ୍ରୀ:
ଅଦା ଛେଚା ୧ଚାମଚ
ଗୋଲମରିଚ ୫ଟା
ଡାଲଚିନି ଗୋଟିଏ ଛୋଟ ଖଣ୍ଡ
ୠବଙ୍ଗ ୨ଟା
ଷ୍ଟାର ଆନିସ ୧ଟା
ଗୁଜୁରାତି ୧ଟା
ମହୁୁ ଗୋଟିଏ ଚାମଚ
ତୁଳସୀ ୧୦ରୁ୧୨ ଟା
ପ୍ରଣାଳୀ :
ଗୋଟିଏ ପ୍ୟାନରେ ୧ଲିଟର ପାଣି ସହ ଅଦାଛେଚା, ଗୋଲମରିଚ, ଡାଲଚିନି, ଲବଙ୍ଗ, ଷ୍ଟାର ଆନିସ, ଗୁଜୁରାତି, ତୁଳସୀକୁ ୨୦ ମିନିଟ ପାଇଁ ଫୁଟାନ୍ତୁ । ଏହି ପାଣି ଅଧାରୁ କମ ହୋଇଯିବା ପରେ ଏଥିରେ ମହୁ ପକାନ୍ତୁ ଯାହାକି ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି କରିବ ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ