ଡାଇବେଟିସ ଥିବା ରୋଗୀ ନିଜର ଖାଦ୍ୟପେୟ ପ୍ରତି ବେଶ୍ ସତର୍କତା ଅବଲମ୍ବନ କରିଥାନ୍ତି । ସୁଗାରର ମାତ୍ରାକୁ ନିୟନ୍ତ୍ରଣରେ ରଖିବାକୁ ସେମାନେ ସୁଗାର ଫ୍ରି ଖାଇଥାନ୍ତି । ସୁଗାର ଫ୍ରି ଖାଦ୍ୟ ଖାଇବା ଡାଇବେଟିସ ପାଇଁ ଉତ୍ତମ ହୋଇଥାଏ ସତ କିନ୍ତୁ ଯଦି ଆମେ ଏହି ଖାଇବା ଅତ୍ୟଧିକ ପରିମାଣରେ ଗ୍ରହଣ କରିବା ତେବେ ଏହା ଆମ ଦାନ୍ତ ପାଇଁ ହାନିକାରକ ହୋଇଥାଏ ବୋଲି ଲଣ୍ଡନ ୟୁନିଭରସିଟିର ଡାଇବେଟିସ ବିଶେଷଜ୍ଞମାନେ କହିଛନ୍ତି । ସେମାନେ ନିୟମିତ ସୁଗାର ଫ୍ରି ଖାଦ୍ୟ ଖାଉଥିବା କେତେକ ଲୋକଙ୍କୁ ନେଇ ଗବେଶଣା କରି ଜାଣିବାକୁ ପାଇଥିଲେ ଯେ, ପ୍ରାୟ ୪୦ପ୍ରତିଶତ ଲୋକଙ୍କ ଦାନ୍ତ ଏହିପରି ଖାଦ୍ୟ ଖାଇବା ଦ୍ୱାରା ପ୍ରଭାବିତ ହୋଇଛି । ସୁଗାର ଫ୍ରି ମୃଦୁ ପାନୀୟ ପିଇବା ଦ୍ୱାରା ମଧ୍ୟ ଦାନ୍ତର କ୍ଷତି କରିଥାଏ । କାରଣ ଏଥିରେ ଥିବା ରାସାୟନିକ ପଦାର୍ଥ ଦାନ୍ତ କୁ ନଷ୍ଟ କରିଦେଇଥାଏ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ