ଭୁବନେଶ୍ୱର, ବରିଷ୍ଠ ଓଡିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାଶଙ୍କର ଆଜି ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଏକ ଘୋରୋଇ ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତେବେ ସେ ତାଙ୍କ ଜୀବନକାଳରେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଦେଇଛନ୍ତିି।

ଆଉ ନାହାନ୍ତି ଅଜିତ୍
- Post published:September 13, 2020
- Post category:ଓଡିଶା / ତାଜା ଖବର / ମନୋରଞ୍ଜନ
- Reading time:1 mins read