ପିପୁଲ ଫର ସେବାର ପ୍ରତିଷ୍ଠାତା, ଯୁବସମାଜ ସେବୀ ଆଦିତ୍ୟ ଦାସ ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଛି । ଅନ୍ୟକୁ ପ୍ରେରଣା ଯୋଗାଉଥିବା ମଣିଷଟିଏ କିଭଳି ନିଜେ ଜୀବନ ଯୁଦ୍ଧରେ ହାରିଗଲେ, ତାହା କାହାକୁ ବିଶ୍ୱାସ ହେଉନାହିଁ । ସୋସିଆଲ ମିଡ଼ିଆରେ ସେ ସବୁବେଳେ ନିଜର ପ୍ରେରଣା ଦାୟୀ ଭିଡ଼ିଓକୁ ନେଇ ଆକ୍ଟିଭ ରହୁଥିଲେ । ହଜାର ହଜାର ଯୁବପିଢ଼ୀଙ୍କ ପ୍ରେରଣାର ଉତ୍ସ ଥିଲେ ଆଦିତ୍ୟ । ସୋସିଆଲ ମିଡ଼ିଆରେ ମାନବପ୍ରେମୀ ନାମରେ ସେ ବେଶ ପରିଚିତ । ସୂଚନା ଥାଉକି, ଆଜି ତାଙ୍କ ମୃତ ଦେହ ରେଲୱେ ଟ୍ରାକରୁ ମିଳିଛି । ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେଉଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ଜଣାପଡ଼ିନାହିଁ । କିଛି ଦିନ ପୂର୍ବରୁ ସେ ବିବାହ କରିଥିଲେ ବୋଲି ସୂଚନା ମିଳୁଛି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ