କଟକ, ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଆଗକୁ ଆସୁଛି ଦୁର୍ଗାପୂଜା । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁ ଫିକା ପଡିଛି । ସବୁ ବର୍ଷ ଭଳି ଏ ବର୍ଷ ଜାକଜମକରେ ପାଳିତ ହେଉନି କୌଣସି ପୂଜା ପର୍ବାଣୀ। ଏହାରି ମଧ୍ୟରେ କଟକ ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି । ପୂଜା କରିବାକୁ ଅନୁମତି ଦେବାକୁ ବାଲୁବଜାର କମିଟି ପକ୍ଷରୁ ଏହି ଆବେଦନ କରାଯାଇଥିବା ସୂଚନା ମିଳିଛି ।
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାରଜେଇଙ୍କୁ ସଂଘବଦ୍ଧ ଆକ୍ରମଣଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]