ଓଲିଉଡ଼ ତାରକା ବିଜୟ ମହାନ୍ତିଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉକି, ବିଜୟ ମହାନ୍ତି କିଛି ଦିନ ପୂର୍ବରୁ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସ୍ୱାସ୍ଥ୍ୟବସ୍ଥା ଠିକ୍ ହେବାରୁ ତାଙ୍କୁ ଡିସଚାର୍ଜ କରିଦିଆ ଯାଇଥିଲା । ପୁଣିଥରେ ଆଜି ତାଙ୍କ ଅବସ୍ଥା ଗୁରୁତର ହୋଇଛି । ଏପଟେ ସିନେକଳାକାର ଓ ତାଙ୍କ ପ୍ରଶଂସକମାନେ ବିଜୟ ମହାନ୍ତିଙ୍କ ଆରୋଗ୍ୟ କାମନା କରୁଛନ୍ତି ।
ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣାଏସୀୟ କ୍ରୀଡା: ଭାରତକୁ ଆଉ ଏକ ବ୍ରୋଞ୍ଜଆଜି ୪ଟା ଯାଏଁ ଗୃହ ମୁଲତବିକାନାଡ଼ା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି, ଭାରତ ସହ ସମ୍ପର୍କ ଗୁରୁତ୍ଵପୂର୍ଣ୍ଣଘଡ଼ଘଡ଼ି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୪୦ କୋଟିଅବପାତର ରୂପ ନେବ ଲଘୁଚାପ, ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷାଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନା ପ୍ରତିଯୋଗିତା; ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର