ଚଳିତ ବର୍ଷ ୩୦ପ୍ରତିଶତ କମିଲା ସିଲାବସ୍

ଭୁବନେଶ୍ୱର, କରୋନା ପାଇଁ ଚଳିତ ବର୍ଷ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ସିଲାବସ୍ କମିଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ। ତିନି କମିଟିର ସୁପାରିଶ ଆଧାରରେ ଏଭଳି ନିଷ୍ପତି ନିଆଯାଇଛି। ତେବେ ସ୍କୁଲ୍ କେବେ ଖୋଲିବ ସେନେଇ ଆସିନ କୌଣସି ସୂଚନା।

Leave A Reply

Your email address will not be published.