ରଣପୁର, (ସୁକାନ୍ତ ଡାକୁଆ), ଚାଓମିନ ଦୋକାନ କରିଥିବା ସରୋଜ ସେଠୀ ନାମକ ଜଣେ ଯୁବକକୁ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପଇସା ମାଗିଥିଲେ । ଦୋକାନୀ ଜଣକ ପଇସା ନ ଦେବାରୁ ଥାନା ଅଧିକାରୀ ତାଙ୍କୁ ମାଡପିଟ ସହ ଥାନା ହାଜତରେ ରହି ନିର୍ଯାତନା ଧମକ ଦେଇଥିଲେ । ଏହାକୁ ବିରୋଧ କରି ଦୋକାନୀ ସରୋଜ ସେଠି ବୁଧବାର ନୟାଗଡଡିଷ୍ଟିକଟ କୋର୍ଟରେ ଚାନ୍ଦପୁର ଥାନା ଅଧିକାରୀ ରାଶିମି ରଞ୍ଜନ ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବାରୁ ଜିଲ୍ଲା ବିଚାର ପତି କୋର୍ଟ ରେମାମଲାରୁଜୁ କରିଛନ୍ତି l ସେହିପରି ବେଣ୍ଟ ଗ୍ରାମର ତିନି ଜଣ ରଣପୁର କୋର୍ଟରେ ଚାନ୍ଦପୁର ଥାନା ଅଧିକାରୀଙ୍କ ଵିରୋଦ୍ଧରେ ହାଇକୋର୍ଟ ର ଓକିଲଙ୍କ ସହାୟତାରେ ଅଭିଯୋଗ କରିବାରୁ ରଣପୁର କୋର୍ଟ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ମାମଲା ରୁଜୁ କରିଛନ୍ତି। ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ, ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ଼ ମାରି ତାଙ୍କ ଲୁଗାକୁ ଟାଣିଥିବା ଅଭିଯୋଗ ହୋଇଛି l ମହିଳାଙ୍କ ସମେତ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ସେ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଚାନ୍ଦପୁର ଥାନା ଅଧିକାରୀ ଉପର ଅଫିସରଙ୍କୁ ହାତ କରି ଏହି ଭଳି କାରନାମା କରୁଥିବା ଅଭିଯୋଗ ହୋଇଛି l ତୁରନ୍ତ ଏହି ଥାନା ଅଧିକାରୀଙ୍କ ଵିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗକାରୀମାନେ ଦାବି କରିଛନ୍ତି l
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ