ଜଳିଗଲା କୋଭିଡ୍ ହସ୍ପିଟାଲ୍ Post published:September 21, 2020 Post category:ଅପରାଧ / ଓଡିଶା / ତାଜା ଖବର Reading time:1 mins read କଟକ, କଟକ ଜଗତପୁରର ସଦଗୁରୁ କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯାଇଛି। ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁ କୁ ଆୟତ୍ତ କରୁଛି। ତେବେ ଏହା କିପରି ଓ କାହିଁକି ନିଆଁ ଲାଗିଛି ସେନେଇ କୌଣସି କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ମୁମ୍ବାଇରେ ବିଜୁଳି ଯୋଗାଣ ବନ୍ଦ October 12, 2020 ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ July 23, 2022 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣା ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି March 11, 2022 ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ February 7, 2022