ବଲାଙ୍ଗିର (୨୫.୩.୨୩) : ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ ଛକ ରେ ଥିବା କୋଚିଂ ସେଣ୍ଟରେ ପୋଲିସର ଚଢ଼ାଉ । ଶହ ଶହ ନକଲି ସାର୍ଟିଫିକେଟ ଜବତ । ଏଠି ତିଆରି ହେଉଥିଲା ନକଲି ସାର୍ଟିଫିକେଟ । ଗ୍ରାମୀଣ ଡାକ ସେବା ପଦବୀ ଆବେଦନରେ ମାଲମାଲ ଜାଲ ସାର୍ଟିଫିକେଟ । ଡାକ ବିଭାଗର ଯାଞ୍ଚ ବେଳେ ଧରାପଡିଛି ୩୭ରୁ ଅଧିକ ଜାଲ ସାର୍ଟିଫିକେଟ । ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଦେଲେ ଏତଲା ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ । ୟୁପି ରୁ ସାର୍ଟିଫିକେଟ ଇସ୍ୟୁ ହୋଇଥିବା ଜଣାପଡିଛି । ଜାଲ ସାର୍ଟିଫିକେଟ ରାକେଟ କାମ କରୁଥିବା ସନ୍ଦେହ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ