ଦୟା ନଦୀ ବ୍ରିଜ ଉପରୁ ତଳକୁ ଡେଇଁଲେ ଯୁବକ Post published:September 3, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ଦୟାନଦୀ ଓଭରବ୍ରିଜ ଉପରୁ ପାଣିକୁ ଡେଇଁଲେ ଜଣେ ଯୁବକ । ଖବରପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରୀ କରିଛି । ତେବେ ଏ ପର୍ଯ୍ୟନ୍ତ ଯୁବକଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ, କି ସେ ନଦୀକୁ ଅଚାନକ ଡେଇଁବାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ମୃତ ଦେହ ସହ ଧାରଣାରେ ବସିଲେ ପରିବାର ଲୋକ February 10, 2023 ଗଞ୍ଜାମରେ ଲକ୍ଡାଉନ ସହ ଦୁଇଦିନିଆ ସଟ୍ଡାଉନ ବଳବତ୍ତର ରହିବ- ଜିଲ୍ଲାପାଳ August 1, 2020 ଆରଟିଓ କର୍ମଚାରୀଙ୍କ ଉପରେ ସ୍କୁଟି ଚଢାଇଲେ ନାବାଳକ April 18, 2023 ସମ୍ବଲପୁରରେ ଖୋଲିବ ସମସ୍ତ ମନ୍ଦିର,ସୂଚନା ଦେଲେ ଜିଲ୍ଲା ପ୍ରଶାସନ December 19, 2020