You are currently viewing ରାଜ୍ଯ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଏରସମା ବ୍ଲକ ପରିଦର୍ଶନ

ରାଜ୍ଯ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଏରସମା ବ୍ଲକ ପରିଦର୍ଶନ

  • Post category:ଓଡିଶା
  • Reading time:1 mins read

ଜଗତସିଂପୁର, ରାଜ୍ଯ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଏରସମା ବ୍ଲକର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ଚେକ୍ ପ୍ରଦାନ କରିଛନ୍ତି ।

ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ଲକ ଅଞ୍ଚଳର କ୍ଷୟକ୍ଷତି ବିଷୟରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥି ସହିତ ଏରସମା ଠାରେ ପ୍ରତିଷ୍ଠିତ ହେବାକୁ ଥିବା ଜେ ଏମ୍ ଏଫ୍ ସି ଅସ୍ଥାୟୀ ଗୃହକୁ ପରିଦର୍ଶନ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।