ଶପଥ ନେଲେ ନୂଆ ସିଏଜି

ସିଏଜି ଭାବେ ଶପଥ ନେଲେ ଗିରିଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୁର୍ମୁଙ୍କୁ ପଦ ଓ ଗୋପ ନିୟତାର ଶପଥ ପାଠ କରାଇଛନ୍ତି। ସୂଚନା ଥ।ଉକି, ଜାମୁ କାଶ୍ମୀରର ଉପରାଜ୍ୟପାଳ ଥିବା ମୁର୍ମୁ ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ, କେନ୍ଦ୍ର ସରକାର ତାଙ୍କୁ ଦେଶର ସିଏଜି ଭାବେ ନିଯୁକ୍ତି ଦେଇଥିଲେ। ଗିରିଶ ହେଉଛନ୍ତି ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ।

Leave A Reply

Your email address will not be published.