You are currently viewing ସରିଗଲା ଖାତା ଦେଖା, ରେଜଲ୍ଟକୁ ଅପେକ୍ଷା

ସରିଗଲା ଖାତା ଦେଖା, ରେଜଲ୍ଟକୁ ଅପେକ୍ଷା

ମାଟ୍ରିକ ପରୀକ୍ଷା ଖାତା ଦେଖା ସରିଯାଇଛି । ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ଫଳ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମସ୍ତ ସଟ୍ଡାଉନ ଓ ଲକ୍ଡାଉନ ସତ୍ତେ୍ୱ ସଠିକ୍ ଭାବରେ ଖାତା ଦେଖା କାର୍ଯ୍ୟ ସରିଛି । ଏବେ ଟାବୁଲେସନ ଚାଲିଛି । ଏହା ସରିବା ପରେ ଖୁବ୍ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ।

ଅନ୍ୟମାନଙ୍କୁ ଜଣାନ୍ତୁ।