ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ସାନ୍ଦା ଗ୍ରାମର ଦୁଖବନ୍ଧୁ ମହାରଣାଙ୍କ ପୁଅ ରୋହିତ ମହାରଣା (୩୫)ଙ୍କ ମୃତଦେହ ଗ୍ରାମର ବଡ ବନ୍ଧରେ ଭାସୁ ଥିବାର ଦେଖାଯାଇଥିଲା । ରୋହିତ ଶନିବାରଠୁ ସେହି ପୋଖରୀକୁ କଇଁ ଫୁଲ ତୋଳିବାକୁ କିମ୍ବା ମାଛ ମାରିବାକୁ ଆସି ଘରକୁ ଫେରି ନଥିବା ରିପୋର୍ଟ ସାନ୍ଦା ଫାଣ୍ଡି ରେ ଏତଲା ହୋଇଥିଲା । ସାନ୍ଦା ଫାଣ୍ଡି ପୋଲିସ ଅଧିକାରୀ ରଞ୍ଜନ କୁମାର ପିଙ୍ଗୁଆ ମୃତଦେହକୁ ଉଦ୍ଧ।ର କରି ପଂଚନାମା କରି ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସୌଭାଗ୍ୟ କୁମାର ସ୍ୱାଇଁ ପରଜଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସୂଚନାରୁ ଜଣାଯାଇଛି । ପରଜଙ୍ଗ ଥାନାରେ ୨୦୵୨୦୨୦ନଂ କେସ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ