ଧାରା ‘୬୬ କ’ ଅନୁଯାୟୀ ଇଣ୍ଟରନେଟ୍ ରେ କୌଣସି ଲେଖାକୁ ଆଧାର କରି ପୋଲିସ କାହାକୁ ଗିରଫ କରିବାର ଅଧିକାର ଥିଲା। କିନ୍ତୁ ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ ‘ ଉପରେ ଐତିହାସିକ ନିଷ୍ପତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ ମଧ୍ୟ କରିଛନ୍ତି। ସମ୍ବିଧାନର ଅନୁଛେଦ ‘୧୯(୧)କ ‘ ରେ ନାଗରିକଙ୍କୁ ଭାଷଣ ତଥା ଅଭିବ୍ୟକ୍ତିର ଅଧିକାର ଦେଇଥାଏ। କିନ୍ତୁ କୋର୍ଟ କହିଛନ୍ତି ଧାରା ‘୬୬ କ ‘ ହେଉଛି ଅଭିବ୍ୟକ୍ତିର ସ୍ଵାଧୀନତା ଓ ମୌଳିକ ଅଧିକାରର ଉଲଂଘନ। କୋର୍ଟ ଙ୍କ ନିର୍ଦ୍ଦେଶ ପରେ ସମସ୍ତ ସୋସିଆଲ ମିଡିଆ ଆଧାରରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ। ଆବେଦନକାରୀ ଶ୍ରେୟା ସିଙ୍ଗଲ ଏହି ନିଷ୍ପତିକୁ ଏକ ପ୍ରମୁଖ ବିଜୟ ବୋଲି କହିଛନ୍ତି। ଲୋକମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ କୋର୍ଟ କାଏମ ରଖିଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା