୨୨ ରେ ଶପଥ ନେବେ ୪ରାଜ୍ୟସଭା ସଦସ୍ୟ

ଓଡ଼ିଶାର ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଯଥା ସୁବାସ ସିଂ, ସୁଜିତ୍ କୁମାର, ମୁନା ଖାଁ ଓ ମମତା ମହନ୍ତ ଆସନ୍ତା ୨୨ତାରିଖରେ ଶପଥ ଗ୍ରହଣ କରିବେ। ଏହି ସଦସ୍ୟମାନେ ଏପ୍ରିଲ୍ ମାସରେ ଶପଥ ଗ୍ରହଣ କରିବାକୁ ଥିବାବେଳେ, କରୋନା ପାଇଁ ବାତିଲ କରାଯାଇଥିଲା। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏହି ଶପଥ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ଜଣାପଡିଛି। ସମସ୍ତ କୋଭିଡ କଟକଣାକୁ ମାନି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.