୪୮ଘଣ୍ଟା ବନ୍ଦ ପୋଲିସ ସେବା ଭବନ

ଏବେ ଲଗାତର ବହୁ ସଂଖ୍ୟକ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ଏଡ଼ାଇବାକୁ ୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ । ଜୁଲାଇ ୧୧ସକାଳ ୯ଟାରୁ ୧୩ତାରିଖ ସକାଳ ୯ଟା ଯାଏଁ ବନ୍ଦ ରହିବ ।

https://twitter.com/cpbbsrctc/status/1281546256465051651?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1281546256465051651%7Ctwgr%5E&ref_url=https%3A%2F%2Fodishabhaskar.com%2Fpolice-seba-bhaban-will-closed-for-48hr%2F

୪୮ଘଣ୍ଟା ଯାଏଁ କାର୍ଯ୍ୟାଳୟକୁ କର୍ମଚାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ । ଏହି ସମୟରେ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ । ସେକେଣ୍ଡ ସଟର ଡ଼େ ଓ ରବିବାର ଦିନ ପୋଲିସ ସେବା ଭବନ ବନ୍ଦ ରହିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କମିଶନରେଟ ପୋଲିସ ।

Leave A Reply

Your email address will not be published.