ରାଜ୍ୟରେ ପୁଣି ଜଣେ ବିଧାୟକ କରୋନା ଆକ୍ରାନ୍ତ Post published:July 24, 2020 Post category:ଓଡିଶା / ତାଜା ଖବର Reading time:1 mins read ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଧାୟକ ଜଣଙ୍କ ହୋଉଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ତାଙ୍କର କରୋନା ରିପୋର୍ଟ ପଜେଟିଭ୍ ଆସିଛି । ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜେଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଆଜିଠୁ ତିନି ଦିନ ଅସହ୍ୟ ହେବ ତାତି, ସିଝିବ ଓଡିଶା March 16, 2022 ଭୟାବହ ଅଗ୍ନିକାଣ୍ଡ; ୧୩ ମୃତ April 23, 2021 ପୋଖରୀରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର November 28, 2021 May 20, 2022