You are currently viewing ରାଜ୍ୟରେ କରୋନା ନେଲା ପୁଣି ୧୦ ମୁଣ୍ଡ
Hyderabad: Medical workers attend to a suspected coronavirus patient (L), who travelled from Dubai, as he is shifted to the isolation ward of Gandhi Hospital, in Hyderabad, Thursday, March 19, 2020. (PTI Photo)(PTI19-03-2020_000132B)

ରାଜ୍ୟରେ କରୋନା ନେଲା ପୁଣି ୧୦ ମୁଣ୍ଡ

ଭୁବନେଶ୍ୱର, ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢ଼ି ଚାଲିଥିବାବେଳେ, ମୃତ୍ୟୁ ସଂଖ୍ୟାବି ବଢ଼ିବାରେ ଲାଗିଛି । ଏହାମଧ୍ୟରେ ଆଜି ରାଜ୍ୟରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୬ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।