ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର(ଏଏନଏସ)୨୪/୦୫,ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା । ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏଣିକି କେବଳ ଦଶମ ବୋର୍ଡ ଗୋଟିଏ ପରୀକ୍ଷା ହେବ । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ହେବ ନାହିଁ । ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ । ଏନେଇ ପ୍ରେସମିଟରେ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । କୋଭିଡ ସମୟରେ ସମ୍ମେଟିଭ ଢାଞ୍ଚା ଆପଣାଇଥିଲା ବୋର୍ଡ ।

Leave A Reply

Your email address will not be published.