ରାଜ୍ୟରେ କରୋନାରେ ଆଉ ୧୪ ମୃତ Post published:September 30, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨ରେ ପହଞ୍ଚି ଯାଇଛି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଆଜି ରାଜ୍ୟରେ ୨୮ ମୁଣ୍ଡ ନେଲା କରୋନା May 23, 2021 ଚୋରି ସନ୍ଦେହ: ଯୁବକଙ୍କୁ ପିଟି ପିଟି ହତ୍ୟା May 20, 2023 ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ, ସର୍ବସାଧାରଣ ଦର୍ଶନ ବନ୍ଦ November 19, 2021 ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି March 22, 2021