ପାରାଦ୍ୱୀପ: ପାରାଦ୍ୱୀପ ଭୋସକାଲିସ ପଏଣ୍ଟ ନିକଟରେ ଭାସିଗଲେ ୧୪ ବର୍ଷୀୟ ବାଳକ ସିଦ୍ଧାନ୍ତ । ଜଗତସିଂହପୁର ଜିଲ୍ଲା ଜଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମର ଅଶୋକ ପ୍ରଧାନଙ୍କ ପୁଅ ସିଦ୍ଧାନ୍ତ ତାଙ୍କ ପରିବାର ସହ ବୁଲିବାକୁ ପାରାଦ୍ୱୀପ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ସିଦ୍ଧାନ୍ତ ସମୁଦ୍ର ମଧ୍ୟରେ ଆଣ୍ଠୁଏ ପାଣିରେ ଖେଳୁଥିଲେ । ହଠାତ୍ ସାମୁଦ୍ରିକ କରେଣ୍ଟ ଯୋଗୁ ସେ ସମୁଦ୍ର ମଧ୍ୟକୁ ଟାଣି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ଅଧିକାରୀଙ୍କ ଦ୍ୱାରା ଖେଜାଖୋଜି କାର୍ଯ୍ୟ ଚାଲିଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ