ରାଜଧାନୀରୁ ୨୦ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୨୮ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୪ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୬୧୩ ,ସୁସ୍ଥ ସଂଖ୍ୟା ୩୧୦୯୦ ,ମୃତ୍ୟୁ ସଂଖ୍ୟା ୨୩୯ | ବର୍ତ୍ତମାନ ସୁଦ୍ଧା ୨୬୩ କରୋନା ପଜିଟିଭ ସକ୍ରିୟ ଅଛନ୍ତି |